ମନରେ ଭଲ ପାଇବା ସୃଷ୍ଟି କରେ ‘ଲଭ୍ ହରମୋନ୍’, ବଢ଼ାଇବା ପାଇଁ ନିଶ୍ଚୟ ଖାଆନ୍ତୁ ଏସବୁ ଖାଦ୍ୟ
ଅକ୍ସିଟୋସିନ୍ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ। ଏହାକୁ ଲଭ୍ ହରମୋନ୍, କଡଲ ହରମୋନ୍ ଓ ବଣ୍ଡିଂ ହରମୋନ୍ ମଧ୍ୟ କୁହାଯାଏ। ମନରେ ଭଲ ପାଇବା ସୃଷ୍ଟି କରିବାରେ ଏହି ହରମୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରେମ ଜାଗ୍ରତ କରିବା ପାଇଁ ଲଭ୍ ହରମୋନ୍ କ୍ଷରଣ ହେବା ନିହାତି…