Browsing Tag

pain killer

ଶରୀରକୁ କଷ୍ଟ ହେଲେ ବା ଦରଜ ଲାଗିଲେ ଔଷଧ ପରିବର୍ତ୍ତେ ଖାଇପାରିବେ ଏହି ସବୁ ନ୍ୟାଚୁରାଲ୍‌ ପେନ୍‌କିଲର୍‌

କୌଣସି ପ୍ରକାର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆମ ମଧ୍ୟରୁ ଅଧିକାଂଶ ଲୋକ ପେନ୍‌କିଲର୍‌ ଖାଇଥା’ନ୍ତି । ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ, ଆବଶ୍ୟକ ସମୟରେ ଔଷଧ ସେବନ କରନ୍ତୁ । ସାମାନ୍ୟ ଯନ୍ତ୍ରଣା ଉପରେ ପେନ୍‌କିଲର୍‌ ଖାଇବା ଆପଣଙ୍କ କିଡନୀ, ହୃଦୟ…

ଅଧିକ ମାତ୍ରାରେ ପେନ୍ କିଲର୍ ଖାଉଛନ୍ତି କି ? ସାବଧାନ୍ ହୋଇପାରେ ଏହି ସବୁ ରୋଗ

ଆଜିର ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକତର ଲୋକଙ୍କୁ ମୁଣ୍ଡ ବ୍ୟଥା,ଶରୀର ବ୍ୟଥା ଏବଂ ଜ୍ବର ହୋଇଥାଏ। କେତେକ ଲୋକ ଏହି ସମମ୍ୟାରୁ ମୁକ୍ତି ପାଇବା ପାଇଁ ପେନ କିଲର ଖାଇଥାନ୍ତି। ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଆରାମ ମିଳିଥାଏ ସତ ହେଲେ ପରେ ଏହା ଆପଣଙ୍କ ଶରୀରକୁ ବହୁତ କ୍ଷତି ପହଁଚାଇ…

ମୁଣ୍ଡବିନ୍ଧା ପରେ ତୁରନ୍ତ ଖାଉଛନ୍ତି କି ପେନକିଲର୍? ହୋଇଯାଆନ୍ତୁ ସାବଧାନ୍! ମୃତ୍ୟୁର କାରଣ ହୋଇପାରେ ଏହି ଅଭ୍ୟାସ

ବ୍ୟସ୍ତବହୁଳ ଜୀବନଶୈଳୀ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକମାନେ ପ୍ରାୟତଃ ଟେନସନ ଏବଂ ଡିପ୍ରେସନର ଶିକାର ହୁଅନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ପେନ୍ କିଲର ବ୍ୟବହାର କରନ୍ତି। ଯଦିଓ ସେମାନେ ଏହି ଔଷଧ ଖାଇବାର ତୁରନ୍ତ ଲାଭ ପାଆନ୍ତି, କିନ୍ତୁ ଦୀର୍ଘ ସମୟ ପାଇଁ ଏହା ଅତ୍ୟନ୍ତ…

ଯଦି ଛୋଟ ମୋଟ ଦରଜରେ ଖାଉଛନ୍ତି ପେନ୍‌ କିଲର, ହୋଇ ଯାଆନ୍ତୁ ସାବଧାନ ନଚେତ ହେବ ବଡ଼ ଅସୁବିଧା

କୌଣସି ପ୍ରକାର ଦରଜ ହେଲେ ଆମେ ସାଧାରଣତଃ ପେନ କିଲର ଖାଇଥାଉ । ଏମିତିକି ଛୋଟ ମୋଟ ଦରଜ ପାଇଁ ମଧ୍ୟ ବେଳେ ବେଳେ ଆମେ ପେନ କିଲର ନେଇଥାଉ । ହେଲେ ଏହାଦ୍ୱାରା ଶରୀର ଉପରେ ବହୁତ କୁପ୍ରଭାବ ପକାଇଥାଏ । ମୁଣ୍ଡ ବିନ୍ଦା, ଦେହ ବିନ୍ଧା,ଗୋଡ଼ ଦରଜ ବା ଜ୍ୱରରୁ ହଠାତ୍‌ ରକ୍ଷା ପାଇବା ପାଇଁ ଆମେ ପେନ…

ଆପଣ ଜାଣିଛନ୍ତି କି , ବଜାରରେ ମିଳୁଥିବା ପେନକିଲର ଠାରୁ ଅଧିକ ଉପଯୋଗୀ ଏହି ଘରୋଇ ଉପଚାର

ଦୈନିକ ସାଧାରଣତଃ ସମସ୍ତ ପାଖରେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଅଧିକାଂଶ ସମୟରେ ମୁଣ୍ଡ ,ହାତଗୋଡ଼ ,ଅଣ୍ଟା ଆଦି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ଯନ୍ତ୍ରଣାରୁ ତୁରନ୍ତ ଉପଶମ ପାଇବା ପାଇଁ ସାଧାରଣତଃ ଆମେ ବଜାରରେ ମିଳୁଥିବା ପେନକିଲର ଖାଇଥାଉ । କିନ୍ତୁ ଆପଣ…