Browsing Tag

pakistan captain sacked

ପାକିସ୍ତାନ ଦଳର ଅଧିନାୟକ ପଦରୁ ବିତାଡ଼ିତ ହେଲେ ସର୍ଫରାଜ ଅହମଦ

ଲାହୋର : କଡ଼ା ସମାଲୋଚନା ପରେ ପାକିସ୍ତାନ କ୍ରିକେଟ୍‌ର ଟେଷ୍ଟ ଓ ଟି-୨୦ ଟିମ୍‌ ଅଧିନାୟକ ପଦରୁ ବିତାଡ଼ିତ ହୋଇଛନ୍ତି ସର୍ଫରାଜ ଅହମଦ । ଟି-୨୦ରେ ତାଙ୍କ ସ୍ଥାନରେ ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ସେହିପରି ଆଝାର ଅଲୀଙ୍କୁ ମିଳିଛି ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ୱ । ସେପଟେ ସର୍ଫରାଜ…