ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା, ୩ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ…
ପାକିସ୍ତାନ ମାନିଲା ସତ । ଆତଙ୍କବାଦୀଙ୍କୁ ସମର୍ଥନ ଦେଉଛି ଦେଶ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍ବୀକାର କରିଛନ୍ତି, ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ସମର୍ଥନ ଏବଂ ଫଣ୍ଡିଂ ଦେଇ ଆସୁଛି । ଏକ ଇଣ୍ଟରଭ୍ୟୁ ସମୟରେ କଥାବାର୍ତ୍ତା ବେଳେ ସ୍ବୀକାର କରିଛନ୍ତି ପାକ୍…