ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚିମାର ମୃତ୍ୟୁ, ଲସ୍କର ଇଣ୍ଟେଲିଜେନ୍ସୀର ଥିଲା କମାଣ୍ଡର
୨୬/୧୧ ମୁମ୍ବାଇ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଲସକର-ଇ-ତୋଇବା ଗୁଇନ୍ଦା ମୁଖ୍ୟ ଆଜମ ଚିମାର ମୃତ୍ୟୁ । ପାକିସ୍ତାନର ଫୈଜଲାବାଦରେ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତାକୁ ୭୦ ବର୍ଷ ବୟସ ହୋଇଥିଲା । ଗତ କିଛି ମାସ ମଧ୍ୟରେ ଲସକର-ଇ-ତୋଇବାର କିଛି ଅପରେଟିଭଙ୍କୁ…