Browsing Tag

pakistan won

ନ୍ୟୁଜିଲାଣ୍ଡ ଠାରୁ ପ୍ରତିଶୋଧ ନେଲା ପାକିସ୍ତାନ, ୫ ଓ୍ଵିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା

ଟି-୨୦ ବିଶ୍ଵକପର ସୁପର ୧୨ ରାଉଣ୍ଡର ନିଜର ଦ୍ଵିତୀୟ ମୁକାବିଲାରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟରେ ପରାସ୍ତ କରିଛି। ଏଥିସହ ଦୁଇ ମ୍ୟାଚ୍‌ରୁ ଦୁଇ ବିଜୟ ସହ ଦ୍ଵିତୀୟ ଗ୍ରୁପରେ ଥିବା ପାକିସ୍ତାନ ଶୀର୍ଷରେ ପହଞ୍ଚିଛି। ନ୍ୟୁଜିଲାଣ୍ଡର ୧୩୫ ରନର ପିଛା କରି ପାକିସ୍ତାନ ଟିମ୍‌ ଆଉ ୮ଟି…

ବିଶ୍ୱକପ୍‌ : ସେମିଫାଇନାଲ୍‌ ସିନା ଯାଇ ପାରିଲାନି ହେଲେ ବାଂଲାଦେଶକୁ ହରାଇ ବିଜୟ ସହ ବିଦା ହେଲା ପାକିସ୍ତାନ

ଲଣ୍ଡନ୍‌ : ପାକିସ୍ତାନର ବିଶ୍ୱକପ୍‌ ସେମିଫାଇନାଲ୍‌ ଆଶା ମାଟିରେ ମିଶି ଯାଇଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଜୟର ସହ ବିଦାୟ ନେଇଛି । ଆଜି ଲର୍ଡ଼ସରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଦଳ ବାଂଲାଦେଶକୁ ୯୪ ରନ୍‌ରେ ହରାଇଛି । ୩୧୬ ର୍‌ର ବିଜୟଲକ୍ଷ୍ୟ ନେଇ ବାଂଲାଦେଶ…