ବର୍ଷାର ଥଣ୍ଡା ଥଣ୍ଡା ପାଗରେ ବନାନ୍ତୁ ପିଆଜ ପକୋଡି, ଏପରି କରନ୍ତୁ ପ୍ରସ୍ତୁତ
ବାତ୍ୟା ପାଇଁ ଚାରିଆଡେ ବର୍ଷା। ଏଇ ଥଣ୍ଡା ଥଣ୍ଡା ପାଗରେ ଗରମ ଗରମ ପକୋଡି ଏକଦମ୍ ମଜା ଆଣିଦେବ। ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ପିଆଜ ପକୋଡି। ଯାହା ଆପଣଙ୍କୁ ବଢ଼ିଆ ସ୍ୱାଦ ଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
୨ ବଡ ପିଆଜ
ଏକ କପ୍…