Below header
Browsing Tag

panchayat office lock

ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା, କିନ୍ତୁ ଏହି ପଞ୍ଚାୟତ ଅଫିସରେ ଝୁଲୁଛି ତାଲା

ବାଙ୍କୀ (କେନ୍ୟୁଜ) : କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି। ହେଲେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆ କିଭଳି ଫେରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କୁ ଜିଲ୍ଳାପାଳ କ୍ଷମତା ପ୍ରଦାନ…

କନ୍ଧମାଳ : ମନମୁଖୀ ଶାସନକୁ ବିରୋଧ,ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଓ୍ଵାର୍ଡ ମେମ୍ବର

କନ୍ଧମାଳ (କେନ୍ୟୁଜ୍) : ସରପଞ୍ଚ ଓ ଭିଏଲଡବ୍ଳ୍ୟୁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ୯ଜଣ ଓ୍ଵାର୍ଡ ମେମ୍ବର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଳ୍ଲା କ.ନୂଆଗାଁ ବ୍ଳକ ମହାସିଂହି ପଞ୍ଚାୟତରେ । ପ୍ରତି ମାସରେ ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇ…