Below header
Browsing Tag

panchayat shut down

ବୋରିଗୁମ୍ମା ସରପଞ୍ଚ କଲେ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ, ସଂକ୍ରମଣ ରୋକିବାକୁ ତିନିଦିନ ପାଇଁ ସଟଡାଉନ ଘୋଷଣା

ଜୟପୁର (କେନ୍ୟୁଜ୍‌) : ସମଗ୍ର ଦେଶ ଘାତକ କରୋନା ଭାଇରସ୍‌ କବଳରେ ଆଉଟୁ ପାଉଟୁ ହେଉଛି । ଏହି ଚେନ ଭାଙ୍ଗିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । କେତେବେଳେ ଲକଡାଉନ ତ କେତେବେଳେ ସଟଡାଉନ କରାଯାଉଛି। ତେବେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ…

ଆଜିଠୁ ୨୫ ତାରିଖ ରାତି ୧୦ଟା ଯାଏ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍‌ । ଆଜି ଦିନ ୧୨ଟାରୁ ୨୫ ତାରିଖ ରାତି ୧୦ଟା ଯାଏ ସଟଡାଉନ ଘୋଷଣା କଲେ ସରପଞ୍ଚ ସସ୍ମିତା ସାହୁ । କୋଟସାହିରେ ପଜିଟିଭ୍‌ ଚିହ୍ନଟ ପରେ ସଂକ୍ରମଣ ଆଶଙ୍କା କରି ପଞ୍ଚାୟତକୁ ସଟଡାଉନ କରାଯାଇଥିବା ଜଣାପଡିଛି। ସୂଚନା ଥାଉକି,…