Browsing Tag

passes away

ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲିଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମତଲୁବ ଅଲ୍ଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଗତ ୧୪ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ…

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ…

ଓଡ଼ିଆ ସାହିତ୍ଯିକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

କେନ୍ଯୁଜ୍: ଓଡିଆ ଭାଷା ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ଭାଷା ମୁକ୍ତି ଯୋଦ୍ଧା ପ୍ରଧ୍ୟାପକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ । ୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ତିର୍ତ୍ତୋଲ ବ୍ଲକ ଗରେଇ ଶାସନଠାରେ ସେ…

ସ୍ୱାମୀଙ୍କ ମୃତ୍ୟୁର ମାତ୍ର ଘଣ୍ଟାଏ ମଧ୍ୟରେ ଆଖି ବୁଜିଲେ ଶତାୟୁ ସ୍ତ୍ରୀ

କୁହାଯାଏ ପ୍ରେମ ହେଉଛି ଶାଶ୍ୱତ, ଚିରନ୍ତନ। ପ୍ରେମର ସଂଜ୍ଞା ଭିନ୍ନ ଭିନ୍ନ କବି ଓ ଗାଳ୍ପିକଙ୍କ ଭାଷାରେ ଭିନ୍ନ। କିଏ ପ୍ରେମକୁ ତ୍ୟାଗ କହୁଥିବା ବେଳେ ଆଉ କି ପ୍ରେମକୁ ଏକ ନିବିଡ଼ ଭାବନା କହେ। ଆଉ କିଏ ପ୍ରେମକୁ କେବଳ ଗୋଟିଏ ଜନ୍ମ ନୁହେଁ ସବୁ ଜନ୍ମରେ ଏକାଠି ରହିବା ପ୍ରତିଶ୍ରୁତି ବୋଲି…

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ପରଲୋକ

ଜିମ୍ବାୱେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ନିଧନ ହୋଇଛି। ୯୫ ବର୍ଷୀୟ ରବର୍ଟ ସିଙ୍ଗାପୁରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲାଣି ରୋଗରେ ପୀଡିତ ଥିଲେ। ମୁଗାବେ ୧୯୮୦ରୁ ୮୭ ପର୍ଯ୍ୟନ୍ତ ଜିମ୍ବାୱେର ପ୍ରଧାନମନ୍ତ୍ରୀ ଏବଂ ୧୯୮୭ରୁ ୨୦୧୭ ପର୍ଯ୍ୟନ୍ତ…