Browsing Tag

patient treatment

ବାଲେଶ୍ୱର: ପଦାରେ ପଡିଲା ସ୍ୱାସ୍ଥ୍ୟ ସେବାର ଅସଲ ଚିତ୍ର ; ନର୍ସ ନୁହେଁ ସିକ୍ଯୁରିଟି ଗାର୍ଡ କରୁଛନ୍ତି ରୋଗୀଙ୍କ…

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବେପାରୁଆ ମନୋବୃତି ପଦାରେ ପଡ଼ିଛି । ଜଣେ ସିକ୍ଯୁରିଟି ଗାର୍ଡ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଦୃଶ୍ଯ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଦୃଶ୍ଯ ।…