Browsing Tag

patients

ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ: ଅଭିଯୋଗରେ ଧାରଣାରେ ବସିଲେ ପରିବାର ଲୋକେ

ନବରଙ୍ଗପୁର (କେନ୍ୟୁଜ): ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ପାପଡାହାଣ୍ଡି ବ୍ଲକ ପୋକନା ଗୁଡା କାଜୁ ବାଡ଼ ନିକଟରେ ଲାଇବନ ମୁଦୁଲିଙ୍କ ଦୁର୍ଘଟଣା ହୋଇଥିଲା। ଆହତ ଅବସ୍ଥାରେ ତାଙ୍କୁ ମେଡିକାଲ ଅଣାଯାଇଥିଲା କିନ୍ତୁ ଡାକ୍ତରଙ୍କ…

ଚିକିତ୍ସାଧୀନ ରୋଗୀକୁ ସାହାଯ୍ୟ କରିବା ପାଇଁ ମେଡିକାଲରେ ପହଁଚିଲା ବ୍ୟାଙ୍କ

ବାଲେଶ୍ୱର (କେନ୍ୟୁଜ): ଗୁରୁତର ବୃଦ୍ଧାଙ୍କୁ ସେବା ଯୋଗାଇବା ପାଇଁ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ଶଯ୍ୟା ନିକଟରେ ପହଁଚିଲା ବ୍ୟାଙ୍କ । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଗୋବିନ୍ଦପୁର ଗାଁ ର ନିଶାମଣି ଭୋଇ…

କର କ୍ଲିନିକ୍‌ର ବିଦା ହୋଇଥିବା ଡାଏଲିସିସ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ମରଣ ସମସ୍ୟା, କୌଣସି ହସପିଟାଲରେ ମିଳୁନି ଜାଗା

ଭୁବନେଶ୍ୱର (କେ ୍ୟୁଜ୍‌) : କରୋନା ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ସୃଷ୍ଟି ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ କରି କରୋନା ଭାଇରସ୍‌କୁ ରୋକିବାକୁ ଚେଷ୍ଟା କରିଛନ୍ତି । ହେଲେ ତା ଭିତରେ ଏମିତି କିଛି ସମସ୍ୟା ଉପୁଜୁଛି ଯେ ତାର ସମାଧାନ କରିବା ସହଜ ହେଉନାହିଁ । ଅବଶ୍ୟ ରାଜ୍ୟ…