Below header
Browsing Tag

pawan gupta plea

ନିର୍ଭୟା ମାମଲାର ଦୋଷୀ ପବନକୁ ପୁଣି ଝଟ୍‌କା, ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ପବନକୁ ପୁଣି ଝଟ୍‌କା। ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି । ଏହାପୂର୍ବରୁ ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହାସହ ଏହାସହ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରା ଦଣ୍ଡାଦେଶ କରିବା ପାଇଁ ପଓ୍ଵନ କରିଥିବା…

ନିର୍ଭୟା ମାମଲା : ଦୋଷୀ ପବନ ଗୁପ୍ତାର ଆବେଦନକୁ ଏଭଳି ଭାବେ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ପବନ ଗୁପ୍ତାର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ୍‌ କୋର୍ଟ । ୨୦୧୨ ମସିହାରେ ଘଟିଥିବା ଏହି ଅଘଟଣ ବେଳେ ସେ ନାବାଳକ ଥିଲା, ତେଣୁ ସେହି ଅନୁଯାୟୀ ତାର ବିଚାର କରିବାକୁ ପବନ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆବେଦନ…