Below header

ନିର୍ଭୟା ମାମଲାର ଦୋଷୀ ପବନକୁ ପୁଣି ଝଟ୍‌କା, ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ପବନକୁ ପୁଣି ଝଟ୍‌କା। ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି । ଏହାପୂର୍ବରୁ ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହାସହ ଏହାସହ ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରା ଦଣ୍ଡାଦେଶ କରିବା ପାଇଁ ପଓ୍ଵନ କରିଥିବା ଆବେଦନକୁ ବି ଖାରଜ କରିଦେଇଥିଲେ ପାଞ୍ଚ ଜଣିଆ ଖଣ୍ଡପୀଠ । ପୂର୍ବରୁ ଅନ୍ୟ ତିନି ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଛି । ରାଜକ୍ଷମା ଖାରଜ ପରେ ଦୋଷୀ ମାନଙ୍କୁ ଫାଶୀ ନେଇ ସମ୍ଭାବନା ବଢିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.