Browsing Tag

pcc pressident

କଂଗ୍ରେସକୁ ମିଳିଲା ନୂଆ ମୁଖିଆ, ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ବର(କେନ୍ୟୁଜ୍): ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶାର କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି । ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ହାଇକମାଣ୍ଡ । ପୂର୍ବରୁ ଶରତ ପଟ୍ଟନାୟକ…

ପିସିସି ସଭାପତିଙ୍କ ବିରୋଧରେ ତେଜିଲା ବିରୋଧ, ଟିକେଟ ବଣ୍ଟନରେ ପ୍ରିୟାପ୍ରୀତି ତୋଷଣର ଆସିଲା ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସର ବିଦ୍ରୋହ । ୧୯' ନିର୍ବାଚନରେ ଦଳୀୟ ଟିକେଟ ବଣ୍ଟନରେ ଜାଲିଆତି ଅଭିଯୋଗ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ଦଳୀୟ ନେତା ଇତିଶ ପ୍ରଧାନ । ସେ କହିଛନ୍ତି, ଟିକେଟ…