Browsing Tag

people avoid chowmin

କୋରୋନା ଭାଇରସ୍‌ ଆତଙ୍କ! ଏବେ ଚାଓମିନ୍‌ ଓ ଫ୍ରାଏଡ୍‌ ରାଇସ୍‌ ଭଳି ଚାଇନିଜ୍‌ ଖାଦ୍ୟ ଖାଇବାକୁ ବି ଭୟ କଲେଣି ଲୋକେ

କୋରୋନା ଭାଇରସ୍‌ର ଆତଙ୍କ ଏତେ ମାତ୍ରାରେ ବଢ଼ିଗଲାଣି ଯେ ଭୟରେ ଲୋକେ ଅଦ୍ଭୁତ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। କିଏ ମୁଣ୍ଡରେ ଜରି ଓ ପ୍ଲାଷ୍ଟିକ ବୋତଲ ଲଗାଇ ବୁଲୁଛି ତ ଆଉ କିଏ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି। ସେତେ ଜରୁରୀ ନ ପଡ଼ିଲେ ଲୋକମାନେ ବାହାରକୁ ବାହାରୁନଥିବା ଜଣାଯାଇଛି।…