Below header
Browsing Tag

physical challenged

ସଭ୍ୟ ସମାଜରେ ହୀନ ମାନସିକତା, ଭିନ୍ନକ୍ଷମ ଯୁବକଙ୍କ ସହ ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରାଇ ସାଉଁଟିଲେ ଅଜସ୍ର ନିନ୍ଦା

ସଭ୍ୟ ସମାଜରେ ହୀନ ମାନସିକତା । ଘୃଣ୍ୟ କାମ । ମାନସିକ ଭିନ୍ନକ୍ଷମ ଯୁବକ-ଯୁବତୀଙ୍କୁ ବିବାହ କରି ମଜା ଉଠାଇବା ଘଟଣାର ତୀବ୍ର ନିନ୍ଦା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଏକ ମିଠା ଦୋକାନରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକ କିଛି ବର୍ଷ ଧରି କାମ କରିଆସୁଥିଲେ । ନିକଟରେ…

ଜନ୍ମରୁ ଦୁଇ ହାତ ନଥିବା ଦିବ୍ୟାଙ୍ଗ କଲେ ରିଲିଫ ପାଣ୍ଠିକୁ ସହାୟତା, ଭାବପ୍ରବଣ ହୋଇଗଲେ କେରଳ ମୁଖ୍ୟମନ୍ତ୍ରୀ

କେନ୍ୟୁଜ (ବ୍ୟୁରୋ):  ଦିବ୍ୟାଙ୍ଗ ସାଜିଲେ ଶାରୀରିକ ସକ୍ଷମମାନଙ୍କ ପାଇଁ ଉଦାହାରଣ। ନିଜ କଷ୍ଟ ଅର୍ଜିତ ଜମା ପୁଞ୍ଜିକୁ ଦାନ କଲେ ରାଜ୍ୟର ରିଲିଫ ପାଣ୍ଠିକୁ । ଏହି ଘଟଣାଟି ହେଉଛି କେରଳର, ଯେଉଁଠାରେ ୨୧ ବର୍ଷିୟ ପ୍ରଣବ ନାମକ ଜଣେ ଦିବ୍ୟାଙ୍ଗ ଚିତ୍ରଶିଲ୍ପି ନିଜର ସ୍ୱ ଅର୍ଜିତ ଜମା ରାଶିକୁ…

ଅନୁଗୁଳ : ଦିବ୍ୟାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲିରେ ଆକ୍ରମଣ କଲା ସମ୍ପର୍କୀୟ ପୁତୁରା

ଅନୁଗୁଳ(କେନ୍ୟୁଜ୍):  ଆଠମଲିକ ଥାନା ମୋଚି ସାହିର ଜଣେ ଦିବ୍ୟାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ । ଭୁଜାଲିରେ ଆକ୍ରମଣ କରିଛନ୍ତି ତାଙ୍କ ସମ୍ପର୍କୀୟ ପୁତୁରା ଟିକୁନ ମେହେର । ଦିବ୍ୟାଙ୍ଗ ଟେରା ମେହେରଙ୍କୁ ଚପଲ କାମ କରିବାକୁ ତାଙ୍କ ପୁତୁରା ଗାଁରୁ ଡାକି ଆଣିଥିଲେ । ଉଭୟଙ୍କ ମଧ୍ୟରୁ ଟେରାଙ୍କ…

ଭୁବନେଶ୍ୱର: ମଣିଷ ପଣିଆ ଦେଖାଇଲେ ଟ୍ରାଫିକ୍‌ କନେଷ୍ଟବଳ, ଦିବ୍ୟାଙ୍ଗଙ୍କୁ କୋଳରେ ବୋହି କଲେ ରୋଡପାର

ଭୁବନେଶ୍ୱର(କେନ୍ୟୁଜ୍‌): ଦିନକୁ ଦିନ ପୋଲିସ ଉପରେ ଲୋକଙ୍କ ଆସ୍ଥା ଯେତିକି ଉଠିବାରେ ଲାଗୁଛି, ସେତିକି ପୋଲିସ ବିଭାଗର କିଛି କର୍ମଚାରୀଙ୍କ ମହାନତା ପଦାକୁ ଆସିବାରେ ଲାଗିଛି। ପ୍ରତିଦିନ ଏମିତି କିଛି ଘଟଣା ଖବର କାଗଜରେ ପ୍ରକାଶିତ ହେଉଛି। କିଛି ଦିନ ତଳେ ଦୁଇ ଟ୍ରାଫିକ୍‌ କନେଷ୍ଟବଳ ମଦ ପିଇ…