Below header
Browsing Tag

physical disable couple

ତୁମେ ଅଛ ତ ସବୁ ଅଛି, ଦୁହେଁ ଦୁହିଁଙ୍କୁ ସାହାରା ଦେବାକୁ ସାତ ଜନ୍ମ ପାଇଁ ସାଥି ହେଲେ ପର୍ଶୁରାମ ଓ ମାନତା

ଭଦ୍ରକ (କେନ୍ୟୁଜ) : ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ପ୍ରେମପକ୍ଷୀ। ବେଦିରେ ବସି ହାତକୁ ହାତ ଛନ୍ଦି ସାତ ଜନ୍ମ ପାଇଁ ସାଥି ହେଲେ ଦୁଇ ନିିଆରା ପ୍ରେମୀ ଯୋଡି। ବରଯାତ୍ରୀ ଥିଲେ ବେଦି ଥିଲା ବନ୍ଧୁ ପରିଜନ ବି ଥିଲେ କିନ୍ତୁ ନିଆରା ଥିଲେ ବର କନ୍ୟା। କାରଣ ଦୁଇଜଣ ଥିଲେ ଦିବ୍ୟାଙ୍ଗ। ଦୁଇଜଣ…