Below header
Browsing Tag

pickup van with cow seized

କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସ୍ ଉପରକୁ ଗୁଳି ଚଳାଇ ମାଫିଆ ଫେରାର୍

କେନ୍ଦୁଝର(କେନ୍ୟୁଜ୍): ଗୋରୁ ବୋଝେଇ କଣ୍ଟେନର ଜବତ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ ଦୁଇ କଣ୍ଟେନର ଜବତ କରିଛି STF ଟିମ୍‌ । କେନ୍ଦୁଝର ଜିଲ୍ଲା ଦେଇ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ଖବର ପାଇ ଭୁବନେଶ୍ୱରରୁ STF ଟିମ ଟାଉନ ଥାନା ପୋଲିସ ସହଯୋଗରେ ଚଢ଼ାଉ କରିଥିଲା । STF…

ବାଲେଶ୍ୱର ଶେରଗଡ଼ରୁ ୨ଟି ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ

ବାଲେଶ୍ୱର (କେନ୍ୟୁଜ୍) : ୨ଟି ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ। ବାଲେଶ୍ୱର ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରୁ ଏହି ଗୋରୁ ବେଝେଇ ଗାଡ଼ି ଜବତ ହୋଇଛି। ୫୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ଗୋ-ସୁରକ୍ଷା ବାହିନୀ। ପିକଅପ ଭ୍ୟାନରେ ଓଡିଶାରୁ ପଶ୍ଚିମବଙ୍ଗ ଗୋରୁ ଚାଲାଣ କରାଯାଉଥିବା ବେଳେ ଶେରଗଡ଼…