Below header

ବାଲେଶ୍ୱର ଶେରଗଡ଼ରୁ ୨ଟି ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ

ବାଲେଶ୍ୱର (କେନ୍ୟୁଜ୍) : ୨ଟି ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ ଜବତ। ବାଲେଶ୍ୱର ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରୁ ଏହି ଗୋରୁ ବେଝେଇ ଗାଡ଼ି ଜବତ ହୋଇଛି। ୫୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ଗୋ-ସୁରକ୍ଷା ବାହିନୀ। ପିକଅପ ଭ୍ୟାନରେ ଓଡିଶାରୁ ପଶ୍ଚିମବଙ୍ଗ ଗୋରୁ ଚାଲାଣ କରାଯାଉଥିବା ବେଳେ ଶେରଗଡ଼ ନିକଟରେ ଅଟକାଯାଇଥିଲା।

cow_siezedଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ଶେରଗଡ ଥାନା ପୋଲିସ ଗୋରୁ ଗୁଡିକୁ ଉଦ୍ଧାର କରି ବାମପଦା ଗୋ ଶାଳାରେ ଛାଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.