Below header
Browsing Tag

pihu missing case

୨୦ ମାସ ପରେ ବି ମିଳିଲାନି ପିହୁର ପତ୍ତା, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଲେ ମା’ ମୋନାଲିସା

ଯାଜପୁର (କେନ୍ୟୁଜ): ରାଷ୍ଟ୍ରପତି ଙ୍କୁ ଇଚ୍ଛାମୃତ୍ୟ ପାଇଁ।ଅନୁମତି ମାଗିଲେ ପିହୁର ମା ମୋନାଲିସା। ଝିଅ ନିଖୋଜ ହେବାର ଦୀର୍ଘ ୨୦ ମାସ ବିତିଯାଇଥିଲେ ହେଁ ପିହୁ ର କୌଣସି ପତ୍ତା ନ ମିଳିବାରୁ ମୋନାଲିସା ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଙ୍କ ଠାରୁ ଅନୁମତି ଭିକ୍ଷା କରିଛନ୍ତି। ଆଜି ମୋନାଲିସା…

ପିହୁ ଉଦ୍ଧାର ପାଇଁ ନିଆଯିବ କ୍ରାଇମବ୍ରାଞ୍ଚ ସହାୟତା

କେନ୍ୟୁଜ ବ୍ୟୁରୋ : କ୍ରାଇମବ୍ରାଞ୍ଚ ସହାୟତାରେ ପିହୁର ଉଦ୍ଧାର କରାଯିବ। ଯାଜପୁର ମଧୁସୂଦନପୁରର ନିଖୋଜ ଶିଶୁ କନ୍ୟା ପିହୁ ନିଖୋଜ ରହିଛି। ପିହୁର ଗାଁ ପରିଦର୍ଶନ କରି ଏହା କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ପିହୁର ଉଦ୍ଧାର ପାଇଁ ଗୃହ ସଚିବ ଏବଂ…

ନୟାଗଡର ପରୀ ପରେ ଏବେ ଯାଜପୁରର ପିହୁକୁ ନେଇ ତେଜୁଛି ରାଜନୀତି, ଆରୋପ ପ୍ରତ୍ୟାରୋପ ଭିତରେ ଗଡିଚାଲିଛି ଦିନ

ଯାଜପୁର ଟାଉନ : ନୟାଗଡ ଜି‌ଲ୍ଲାର ପରୀ ପରେ ଏବେ ଯାଜପୁରର ପିହୁ। ଆ‌ଜ୍ଞା ହଁ ଦର୍ଶକବନ୍ଧୁ ନୟାଗଡ ଜିଲ୍ଲାର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ନେଉନଥିବା ବେଳେ ଯାଜପୁର ଜିଲ୍ଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଗୋଟେ ୨ ବର୍ଷର ଶିଶୁ କନ୍ୟା…