Below header
Browsing Tag

pink ball test match

ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ୍ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ, ଅପରାହ୍ନ ୨ଟାରେ ମ୍ୟାଚ…

ବେଙ୍ଗାଲୁରୁ: ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ । ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ । ଦିବାରାତ୍ରି ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅପରାହ୍ନ ୨ଟାରେ ମ୍ୟାଚ ଆରମ୍ଭ ହେବ । ଘରୋଇ ପରିବେଶରେ ଭାରତ ତୃତୀୟ…

ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଡେ’ ନାଇଟ୍‌ ଟେଷ୍ଟ, ଟସ୍‌ ଜିତି ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ

କେନ୍ଯୁଜ୍ : ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଡେ’ ନାଇଟ୍‌ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଗୋଲାପି ବଲରେ ଖେଳାଯାଉଛି । କୌଣସି ରନ୍‌ ନକରି ପ୍ୟାଭିଲିୟନ୍‌ ଫେରିଥିଲେ ପୃଥ୍ଵୀ ସ । ୧୧ ଜଣିଆ…