Browsing Tag

plastic kite

ବାରଣ ହେଲା ତାଗିଦ ହେଲା କିନ୍ତୁ ମାନିଲେନି ଅମାନିଆ: କଟକ ଆକାଶରେ ଉଡିଲା ଶହ ଶହ ଗୁଡ଼ି, ଜବତ କଲା ପୋଲିସ

କଟକ(କେନ୍ୟୁଜ୍):  ଅନେକ ବାରଣ, ତାଗିଦା ଏବଂ ବ୍ୟାନ ସର୍ତ୍ତେ କଟକ ଆକାଶରେ ଚକ୍କର ମାରିଲା ପ୍ଲାଷ୍ଟିକ ସୁତା ସହ ଶହ ଶହ ଗୁଡି । ମକର ସଂକ୍ରାନ୍ତିରେ ଅମାନିଆଙ୍କର ବେଶ ଉତ୍ପାତ ଦେଖିବାକୁ ମିଳିଲା । ଅନେକ ସ୍ଥାନରେ ପଥଚାରୀ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି କିଛି ସ୍ଥାନରେ…