Below header
Browsing Tag

plot

କଟକ : ଜମି ବିବାଦକୁ ନେଇ ହଣାକଟା, ୫ ମହିଳା ସମେତ ଜଣେ ପୁରୁଷ ଆହତ

କଟକ : ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା । ଏତିରେ ୫ ମହିଳା ସମେତ ଜଣେ ପୁରୁଷ ଆହତ । ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି କଟକ ଜିଲା ସୁକରପଡା ଗାଁରେ । ଏହ ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି…

ପ୍ରଶାସନ-ଜମି ମାଫିଆ ମଧୁଚନ୍ଦ୍ରିକା, ତାତିଲେ ଗଞ୍ଜାମ ଜିଲ୍ଲା ଲୋକ

ପୂର୍ବପୁରୁଷ ଅମଳରୁ ଆଦିବାସୀ ଏବଂ ହରିଜନ ପରିବାରଙ୍କ ଦଖଲରେ ଥିବା ଜମି ଏବଂ କାଜୁ ଜଙ୍ଗଲ ଏବେ ଆନ୍ଧ୍ର ବେପାରୀଙ୍କ କବଜାରେ। ସଂପୃକ୍ତ ଜମି ଫେରିପାଇବା ପ୍ରତିବାଦରେ ଶତାଧିକ ଆଦିବାସୀ ଏବଂ ହରିଜନ ପରିବାର ଏବେ ପ୍ରତିବାଦ କରୁଛନ୍ତି। ଏନେଇ ପ୍ରତିବାଦ ଲାଗି ରହିବା ସହ ଜମିକୁ ଘେରି ରହିଥିବା…