କଟକ : ଜମି ବିବାଦକୁ ନେଇ ହଣାକଟା, ୫ ମହିଳା ସମେତ ଜଣେ ପୁରୁଷ ଆହତ

କଟକ : ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା । ଏତିରେ ୫ ମହିଳା ସମେତ ଜଣେ ପୁରୁଷ ଆହତ । ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି କଟକ ଜିଲା ସୁକରପଡା ଗାଁରେ । ଏହ ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.