Below header
Browsing Tag

plustwo

ଗାଈ ଜଗୁଆଳଙ୍କ ପୁଅ ହେଲେ ଟପ୍ପର, ଆଗକୁ ପଢ଼ିବାକୁ ସହାୟତା ଲୋଡ଼ା

ସଦାନନ୍ଦ ଭତ୍ରା, ଘର ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକର ମେଲେକାଯୁବା ଗାଁରେ । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ସଦାନନ୍ଦ ପରିଚିତ । ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ୪୫୫ ନମ୍ବର ରଖି ଅଞ୍ଚଳରେ ଟପ୍ପର ହୋଇଛନ୍ତି ସଦାନନ୍ଦ । ବଡ ହେଲେ ଓଡ଼ିଶା…

ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଏବଂ ବାଣିଜ୍ୟ ରେଜଲ୍ଟ

ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଆସନ୍ତା ୧୭ କିମ୍ବା ୧୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଗତ ତିନି ତାରିଖରେ ଯୁକ୍ତ ଦୁଇ ବଜ୍ଞାନ ପରୀକ୍ଷା ଫଳ ବାହାରିଥିଲା । ହେଲେ କଳା ଓ ବାଣିଜ୍ୟ ରେଜଲ୍ଟ…