ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ୫ କେଜି ଲେଖାଏ ଚାଉଳ କାଟିଛି କେନ୍ଦ୍ର : ସସ୍ମିତ ପାତ୍ର
ଭୁବନେଶ୍ଵର (କେନ୍ୟୁଜ): ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲା ରାଜ୍ୟ । ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି କେନ୍ଦ୍ର । ଗରିବ ଲୋକଙ୍କୁ ମିଳୁଥିବା ଚାଉଳ କାଟିଛି କେନ୍ଦ୍ର ସରକାର । ପୂର୍ବରୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଦେଉଥିଲେ ସରକାର । ଡିସେମ୍ବରରୁ ମୁଣ୍ଡପିଛା ୫ କେଜି ଚାଉଳ…