Browsing Tag

pm kissan yojana

କାହାକୁ ମିଳିବ କିସାନ ଯୋଜନା ଟଙ୍କା?

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନାର ଲାଭ କୃଷକମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତି ଆକାରରେ ଦିଆଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର…

ଏଥର ଚାଷୀ ମାନେ ପାଇବେ ମାଗଣା ବିଦ୍ୟୁତ ସେବା

ଚାଷୀଙ୍କ ପାଇଁ ଖୁସି ଖବର। PM Kishan Yojona ଅଧୀନରେ ଆସୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ମିଳିବ ବଢିଆ ଉପହାର। ଏହି ଯୋଜନା ରୁ ଚାଷୀ ମାନେ ପାଉଥିବା ୬ ହଜାର ଟଙ୍କା ସହିତ ରାଜ୍ୟ ସରକାର ବର୍ତ୍ତମାନ ଚାଷୀଙ୍କୁ ମାଗଣାରେ ବିଦ୍ୟୁତ ମଧ୍ୟ ଯୋଗାଇ ଦେବେ। ଚାଷୀ ମାନେ ୨୦୦୦…

ଚାଷୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା

କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ ଲଗାତାର ଭାବେ ପ୍ରୟାସ କରୁଛନ୍ତି। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି। ଏହାଭିତରୁ ପିଏମ କିସାନ ଏଫପିଓ ଯୋଜନା ଅନ୍ୟତମ। ଏହି ଯୋଜନା ଅନ୍ତର୍ଗତ ସରକାର ସାରା ଦେଶରେ କୃଷକ ଙ୍କ ପାଇଁ ନୂଆ କୃଷି…

ଚଳିତ ଜାନୁଆରୀ ସୁଦ୍ଧା ଜାରି ହୋଇପାରେ PM Kissan Yojanaର ୧୩ ତମ କିସ୍ତି, ଜାଣନ୍ତୁ ପୁରା ଅପଡେଟ

ଚାଷୀଭାଇଙ୍କ ପାଇଁଁ ଖୁସି ଖବର। ସରକାର ଦେଲେ ଖୁସି କରିଦେବା ଭଳି ଖବର। କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ କିଷାନ ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ୩ଟି କିସ୍ତି…