Browsing Tag

poisonous mushrooms

ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର, ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡା :  ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ।  ଆଜି ସକାଳୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି ।  ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି । ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗାଁରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ l ଅସୁସ୍ଥମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ସୂଚନାମତେ, ଆଜି ମଧ୍ୟାହ୍ନରେ ବଙ୍କାପୁର ଗ୍ରାମର ପଦ୍ମାବତୀ ବେହେରା(40) ନିଜଚାଷ…

ବିଷାକ୍ତ ପାଳ ଛତୁ ଖାଇ ଗୋଟିଏ ପରିବାରର ୭ଜଣ ଅସୁସ୍ଥ

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ଅନ୍ତର୍ଗତ ଜନ୍ଦ୍ରିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଘର ପାଳଗଦା ଠାରେ ଥିବା ବିଷାକ୍ତ ପାଳ ଛତୁ ଖାଇଥିଲେ ଗୋଟିଏ ପରିବାରର ଦଶ ଜଣ। ଏହି ଛତୁ ଖାଇଥିବା ୧୦ଜଣ ମଧ୍ୟରୁ ସାତ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ…

ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

ଭଞ୍ଜନଗର(କେନ୍ଯୁଜ୍): ବିଷାକ୍ତ ଛତୁ ଖାଇ ୧୦  ଗୁରୁତର। ଏମାନଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସମସ୍ତ ଗୁରୁତର ବ୍ଯକ୍ତି ଢନାରଡା ଗାଁ ସମେତ ଗାଙ୍ଗପୁରା ଥାନା ଅନ୍ତର୍ଗତ ଶିଆରିମାଳ ନିକଟସ୍ଥ ନୂଆଗାଁର ବୋଲି ସୂଚନା ମିଳିଛି। ରିପୋର୍ଟ…