ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିଲେ, ମାଡ଼ି ବସିଲା ପୋଲିସ
ଭୁବନେଶ୍ବର: ଠକୁଥିଲେ ମାଡ଼ି ବସିଲା ପୋଲିସ । ୫ ବଡ଼ ଧରଣର ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିବା ଏକ ସାଇବର ରାକେଟର ୫ ଜଣକୁ ଗିରଫ କଲା ସାଇବର ପୋଲିସ । ପୂର୍ବତନ ବ୍ୟାଙ୍କ କର୍ମଚାରୀ ଏହି ରାକେଟର ଶିକାର ହେବା ପରେ ସାଇବର ଥାନାରେ…