Browsing Tag

police distributes chocolate

ଲାଠି ପରେ ଚକୋଲେଟ୍‌, ଲୋକଙ୍କୁ ଚକୋଲେଟ୍‌ ଦେଇ ନୂଆ ନିୟମ ସଂପର୍କରେ ସଚେତନ କରାଉଛି ପୋଲିସ

ଭୁବନେଶ୍ୱର(କେନ୍ୟୁଜ): ଲାଠି ପରେ ଚକୋଲେଟ୍‌ । ନୂଆ ଟ୍ରାଫିକ୍‌ ନିୟମ ପାଇଁ ଗତକାଲି ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ଆଉ ଆଜି ଲୋକଙ୍କୁ ଚକୋଲେଟ୍‌ ଦେଇ ନୂଆ ନିୟମ ସଂପର୍କରେ ସଚେତନ କରାଉଛି ପୋଲିସ । ଭୁବନେଶ୍ୱରର ଏଜି ଛକ ଓ କଳିଙ୍ଗ ହସ୍ପିଟାଲ ସ୍କୋୟାର ଛକରେ…