Below header
Browsing Tag

police found handprints

ଅତ୍ୟଧିକ ଥଣ୍ଡା ଯୋଗୁ ଛଟପଟ ହୋଇ ଚାଲିଗଲା ୩୯ ଜୀବନ, ସାମ୍ନାକୁ ଆସିଲା ମୃତ୍ୟୁର ଜୀବନ୍ତ ଚିତ୍ର

ଲଣ୍ଡନରେ ଏକ ଲରି କଣ୍ଟେନରରୁ ୩୯ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ପଛର ସତ୍ୟତା ପଦାକୁ ଆସିଛି। ବ୍ରିଟିଶ୍‌ ମିଡିଆ ମୁତାବକ ଟ୍ରକ ବାହାରପଟୁ ବନ୍ଦ ଥିଲା ଓ ଭିତରର ତାପମାତ୍ରା -୨୫ ଡିଗ୍ରୀ ଥିଲା। ଫଳରେ କଣ୍ଟେନର ଭିତରେ ଥିବା ସମସ୍ତ ୩୯ ଜଣ ନିଃଶ୍ୱାସ ନନେଇ ପାରି ମୃତ୍ୟୁବରଣ କରିଥିଲେ।…