Browsing Tag

police informer murder

କଳାହାଣ୍ଡିରେ ଲାଲବାହିନୀର ବର୍ବରତା: ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଘରୁ ଉଠାଇ ନେଇ ହତ୍ୟା

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡିରେ ଲାଲବାହିନୀର ବର୍ବରତା । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି । ମାଓବାଦୀଙ୍କ…

ପୁଣି ଲାଲ୍‌ବାହିନୀର ଲାଲ୍‌ ତାଣ୍ଡବ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଯୁବକଙ୍କୁ ହତ୍ୟା

ନୂଆପଡ଼ା(କେନ୍ୟୁଜ୍): ପୁଣି ଲାଲ୍‌ବାହିନୀର ଲାଲ୍‌ ତାଣ୍ଡବ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାଣି ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ଜମେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଯୁବକ ଅନ୍ତରାମ ରାଉତ। ଘରୁ ଉଠାଇ ନେଇ…

ମାଓବାଦୀଙ୍କ ବର୍ବରକାଣ୍ଡ! ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ…

ମାଲକାନଗିରି(କେନ୍ଯୁଜ୍): ମାଓବାଦୀଙ୍କ ବର୍ବରକାଣ୍ଡ। ପ୍ରଥମେ ଅପହରଣ ପରେ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁୁର ଜିଲ୍ଲାରେ ଲାଲ୍‌ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ। ଗଙ୍ଗଲୁର ନିକଟରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି…

ମାଲକାନଗିରି ସୀମାନ୍ତ ବିଶାଖାପାଟଣା ଚିନ୍ତାଗାର୍ଭୁ ଗାଁରେ ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା…

ମାଲକାନଗିରି: ଗାଁ ମୁଣ୍ଡରେ ନକ୍ସଲଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲା ଲାଲ୍‌ବାହିନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ବିଶାଖାପାଟଣା ଜିଲ୍ଲା ଚିନ୍ତାଗାର୍ଭୁ ଗାଁରେ ଘଟିଛି ଏହି ବର୍ବରକାଣ୍ଡ। ମୃତକଙ୍କ ନାଁ ସତିସ ବାବୁ। ଗତକାଲି ରାତିରେ ୧୫ରୁ ୨୦ଜଣ…