ନୂଆପଡ଼ା(କେନ୍ୟୁଜ୍): ପୁଣି ଲାଲ୍ବାହିନୀର ଲାଲ୍ ତାଣ୍ଡବ। ପୋଲିସ ଇନ୍ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଢେକୁନପାଣି ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ଜମେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତ ଯୁବକ ଅନ୍ତରାମ ରାଉତ। ଘରୁ ଉଠାଇ ନେଇ ଅନ୍ତରାମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।