Below header
Browsing Tag

pollution check

ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଦୂଷଣରେ ମରୁଥିବା ଲୋକଙ୍କ ହାର ଲକ୍ଷରେ ପହଞ୍ଚିଲାଣି

ପ୍ରଦୂଷଣ ଉପରେ ଜାରି ହୋଇଥିବା ରିପୋର୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ୨୦୧୯ରେ ପ୍ରଦୂଷଣରେ ଦୁନିଆରେ ୯୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ଏହାର ପରିସ୍ଥିତି ଆହୁରି ଭୟଙ୍କର ଅଟେ । କାରଣ ଏହି ୯୦ଲକ୍ଷ ମଧ୍ୟରେ ୨୪ଲକ୍ଷ ମୃତ୍ୟୁ ଦେଶରେ ହୋଇଛି । ଏହି ଦାବି ଦ ଲାନସର୍ଟ କମିଶନର…

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏକ ମାସ ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିବ ନାହିଁ : ପରିବହନ ସଚିବ

ଭୁବନେଶ୍ବର(କେନ୍ୟୁଜ୍): ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଏକ ମାସ କୋହଳ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏକ ମାସ ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିବ ନାହିଁ । ଏକ ମାସ ମଧ୍ୟରେ ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡ଼ିବ । ସେହିପରି ଫାଇନ ଆଦାୟ କରୁଥିବା ଅଧିକାରୀ ତ୍ରୁଟିପୂର୍ଣ୍ଣ ଉପାୟରେ ଫାଇନ୍‌…