ପେଟ୍ରୋଲ ଭରିବାକୁ ଗଲେ ଦେଖାଇବାକୁ ପଡ଼ିବ ଏହି ଡକ୍ୟୁମେଣ୍ଟ, ନଚେତ୍ ଭୋଗିବାକୁ ପଡ଼ିପାରେ ଜେଲ-ଜରିମାନା
ପେଟ୍ରୋଲ ଭରିବାକୁ ହେଲେ ଏବେ ଦେଖାଇବାକୁ ପଡ଼ିବ ଜରୁରୀ କାଗଜ ପତ୍ର। ଯଦି ଆପଣଙ୍କ ନିକଟରେ ଏହି ଡକ୍ୟୁମେଣ୍ଟ ନାହିଁ, ତେବେ ଆପଣ ଗାଡ଼ିରେ ତେଲ ଭରିପାରିବେ ନାହିଁ। ଏଥିସହ ଆପଣଙ୍କୁ ଜେଲ ଓ ଜରିମାନା ମଧ୍ୟ ହୋଇପାରେ। ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଦିଲ୍ଲୀ ସରକାର। ଦେଶର ରାଜଧାନୀ…