ସରୁନି ବିମଳାଙ୍କ ଦୁଃଖ, ସାତସପନ ପାଲଟିଛି ସରକାରୀ ଯୋଜନା
ରେଢାଖୋଲ: ଏ ଦୁନିଆ ସ୍ୱାର୍ଥପର । ଯାହାର ଅନେକ ନଜିର ପ୍ରତିଦିନ ଦେଖିବାକୁ ମିଳେ ଆମ ଚାରିପାଖରେ । ରାସ୍ତାରେ ମରି ପଡ଼ିଥିଲେ ବି କେହି ଆଖି କଣରେ ଚାହାଁନ୍ତି ନାହିଁ କି ଟିକିଏ ଭଲ ମନ୍ଦ ପଚାରି ବୁଝନ୍ତି ନାହିଁ । ଏଭଳି ପରିସ୍ଥିତି ପରିବାର ହିଁ ସବୁଠୁ ବଡ ଶକ୍ତି ସମସ୍ତଙ୍କ ପାଇଁ । ହେଲେ…