Browsing Tag

posts

ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଆଜି ବିସିସିଆଇର ୩୯ ତମ ଅଧ୍ୟକ୍ଷ ହେଲେ । ଏହା ସହ ଦୀର୍ଘ ୩୩ ମାସ ଧରି ସୁପ୍ରିମ କୋର୍ଟ ତରଫରୁ ପ୍ରଶାସକ ମାନଙ୍କୁ ନେଇ ଗଠିତ ହୋଇଥିବା ସମିତିର କାର୍ଯ୍ୟକାଳ ମଧ୍ୟ ସମାପ୍ତ ହେବ । ପୂର୍ବରୁ ଗାଙ୍ଗୁଲିଙ୍କର ବିସିସିଆଇ ଅଧ୍ୟକ୍ଷ ପଦ…