Browsing Tag

prabasi bus accident

ବାଲେଶ୍ୱର: ରେମୁଣା ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍, ୭ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳର ନୂଆଗାଁ ନିକଟରେ ଓଲଟିଲା ପ୍ରବାସୀ ବସ୍। ଏହି ବସଟି କେରଳରୁ ପଶ୍ଚିମବଙ୍ଗକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।  ଏଥିରେ ୩୮ଜଣ ଯାତ୍ରୀ ଥିଲେ। ଏମାନଙ୍କ ଭିତରୁ ୭ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ଖବର ପାଇବାପରେ…