Below header
Browsing Tag

prabhanjan mallick

ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ହେଲେ ଓସିଏ ଚୟନ ସମିତିର ଅଧ୍ୟକ୍ଷ

କଟକ: ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକ ଓସିଏ ବରିଷ୍ଠ ଚୟନ ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଅଧୀନରେ ସୋମନାଥ ସାହୁ, ରବିନାରାୟଣ ପଣ୍ତା, ବିଷ୍ଣୁଦେବ ମହାନ୍ତି, ସୌରଜିତ ମହାପାତ୍ର ସଦସ୍ୟ ରହିଛନ୍ତି। ପ୍ରଭଞ୍ଜନ ଓଡ଼ିଶା ପାଇଁ ୮୮ ପ୍ରଥମ ଶ୍ରେଣୀ…