Below header
Browsing Tag

pramila bisoye

ସଂସଦରେ ପ୍ରମିଳା ମାଆଙ୍କ ପ୍ରଥମ ଦାବି, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ବଢ଼ାଅ ଦରମା

ଲୋକସଭାରେ ବିତର୍କରେ ପ୍ରଥମ ଥର ଭାଗ ନେଲେ ବିଜେଡି ସାଂସଦ ପ୍ରମିଳା ବିଷୋୟୀ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦରମା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ କାମ ଅନୁସାରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ଦରମା ମିଳୁନାହିଁ । ଆଶା ଓ ଅଙ୍ଗନବାଡିକର୍ମୀଙ୍କ ମାସିକ ଦରମା ୧୫ ହଜାର ଟଙ୍କା ଓ ସହାୟିକାଙ୍କ…

ସାଧାରଣ ମହିଳାରୁ ଜନପ୍ରତିନିଧି ପ୍ରମିଳା ବିଷୋୟୀ, ମହିଳା ସଶକ୍ତିକରଣ ଦିଗରେ ପାଲଟିଛନ୍ତି ଉଦାହରଣ

ସଂଘର୍ଷ, ସଫଳତା ଓ ପ୍ରମିଳା । ସାଧାରଣ ମହିଳାରୁ ଜନପ୍ରତିନିଧି । ଚେରମାରିଆ ଗାଁରୁ ରାଜଧାନୀ ଦିଲ୍ଲୀ । ଏକ ଗାଉଁଲି ସ୍ତ୍ରୀ ଲୋକ ସଂସଦ ଯିବା ଗଣତନ୍ତ୍ରର ବିଜୟ । ମହିଳା ସଶକ୍ତିକରଣ ଦିଗରେ ଏକ ଉଦାହରଣ । ଆଉ ଏବେ ଚର୍ଚ୍ଚାରେ ନବନିର୍ବାଚିତ ସାଂସଦ ପ୍ରମିଳା ବିଷୋୟୀ । ସଂଘର୍ଷରୁ ସଫଳତା ।…