Browsing Tag

prangya murder case

ପ୍ରଜ୍ଞା ପରମିତା ମୃତ୍ୟୁ ଘଟଣା, ଭଉଣୀକୁ ମନେ ପକାଇ ହାତରେ କଳା ଫିତା ବାନ୍ଧିଲା ଭାଇ

ଭୁବନେଶ୍ୱର(କେ ନ୍ୟୁଜ): କ୍ଯାନ୍ସର କହି ଘରୁ ତଡିବା ପରେ ନବ ବଧୂଙ୍କ ଆତ୍ମହତ୍ୟା ଘଟଣା । ରାଖୀ ପୁର୍ଣିମାରେ ଭଉଣୀକୁ ମନେ ପକାଇ ହାତରେ କଳା ଫିତା ବାନ୍ଧିଲା ଭାଇ । ମୃତ ପ୍ରଜ୍ଞା ପରମିତା ସାହୁ ଥିଲେ ତିନି ଭାଇଙ୍କ ଗୋଟିଏ ଭଉଣୀ । ପ୍ରଜ୍ଞା ପରମିତା ସାହୁଙ୍କ ମୃତ୍ୟୁକୁ ୬ ଦିନ ବିତି ଗଲାଣି…