Below header
Browsing Tag

Prasanna Acharya

ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସିଲେ ଫାଇଭ୍ ଟି ଅଧ୍ୟକ୍ଷ ଓ…

ଭୁବନେଶ୍ୱର (କେନ୍ୟୁଜ): ଦୁର୍ଘଟଣାରେ ଆହତ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହୃଦରୋଗ, ସ୍ନାୟୁ ରୋଗ ଓ ଚର୍ମରୋଗ ବିଭାଗର ଡାକ୍ତର ଚିକିତ୍ସା କରୁଛନ୍ତି। ତାଙ୍କର ସିଟି…

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ , ଅଣାଯାଉଛି ଭୁବନେଶ୍ବର

ସମ୍ବଲପୁର : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ। ସମ୍ବଲପୁରରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଉଛି । ସମ୍ବଲପୁର ଜମାଦାରପାଲି ଏୟାରଷ୍ଟ୍ରିପ୍ ରୁ କରାଯାଉଛି ଏୟାରଲିଫ୍ଟ । ଆମ୍ବୁଲାନ୍ସ ଯୋଗେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିଆଯାଉଛି ଏୟାରଷ୍ଟ୍ରିପ୍ । ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ…

ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ, ଶରୀରରେ ପଡିଛି ୩୬ଟି ଷ୍ଟିଚ୍

ସମ୍ବଲପୁର/ରେଢାଖେୋଲ (କେନ୍ୟୁଜ):  ବାପ୍ ରେ କି ଦୁର୍ଘଟଣା ।  ଗାଡିର ସମ୍ମୁଖ ପାଖ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।  ଦୁର୍ଘଟଣା କେତେ ଭୟଙ୍କର ଥିଲା ଗାଡି ଦେଖିଲେ  ଯେ କେହିବି ଅନୁମାନ କରିପାରିବେ । ତେବେ ଏତେ ବଡ ଦୁର୍ଘଟଣାର ଶୀକାର ହୋଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।…

ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ସ୍ଥାନାନ୍ତର ହେବେ ପ୍ରସନ୍ନ ଆଚାର୍ଯ୍ୟ, ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ

ସମ୍ବଲପୁର (କେନ୍ୟୁଜ): ଦୁର୍ଘଟଣାରେ ଗୁରୁତର ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ବର ସ୍ଥାନାନ୍ତର ହେବେ । ତାଙ୍କୁ ସମ୍ବଲପୁରରୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯିବ। ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ରାତିରେ ଭୁବନେଶ୍ବରରୁ ବରଗଡ଼…

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର, ଆଇସିୟୁ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ । ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ। ଭୁବନେଶ୍ବରରୁ ବରଗଡ଼ ଫେରୁଥିବା ବେଳେ ରାତିରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ରେଢ଼ାଖୋଲ ସ୍ଥିତ ଲୁହାପଙ୍କ ଠାରେ ଏକ ବୁଲାଣିରେ ତାଙ୍କ କାରକୁ ଏକ ଟ୍ୟାଙ୍କର ସାମ୍ନା…