Browsing Tag

pratap dev

ମମିତା ଶବ ଉପରେ ଛିଡା ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ମସୁଧା କରୁଛି ବିଜେପି: ପ୍ରତାପ ଦେବ  

କେନ୍ୟୁଜ୍(ବ୍ୟୁରୋ): ମମିତା ନାଁରେ ରାଜନୀତି କରୁଛି ବିଜେପି। ନାରୀ ସମାଜ ପାଇଁ ଏହା ନିନ୍ଦନୀୟ। ନ୍ୟାୟ ମାଗିବାକୁ ବାହାରିନଥିଲେ ମମିତା ଶବ  ଉପରେ ଛିଡା ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ମସୁଧା ପ୍ରସ୍ତୁତ ଚାଲି। ବିଜେପିର ଏହା  ନିହିତ ରାଜନୀତିକ ସ୍ୱାର୍ଥ ବୋଲି ସ୍ପଷ୍ଟ ହେଉଛି। ଏଭଳି…

କେନ୍ଦ୍ରାପଡା : ପ୍ରାର୍ଥିପତ୍ର ଦାଖଲ କଲେ ବହୁ ହେଭିୱେଟ୍

କେନ୍ଦ୍ରାପଡା : ସରିଲା ବିଜେଡିର ପାଟକୁରା ସସପେନ୍ସ । ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ। ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଏପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରି ନଥିଲେ।…