Browsing Tag

Pratap jena

କଟକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

କଟକ(କେନ୍ୟୁଜ୍): କଟକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଜାଇକା କାମର ଅଗ୍ରଗତି ସହ ଫନି ପରେ କିଭଲି ଚାଲିଛି ପୁନରୁଦ୍ଧାର କାମ ସେନେଇ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା…

ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ବର : ପ୍ରାର୍ଥିପତ୍ର ଦାଖଲ ନ ହେଉଣୁ ଆସିଲାଣି ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି । ଗତକାଲି ସାଲେପୁରର ଏକ କାର୍ଯ୍ୟକ୍ରମରେ ପ୍ରତାପ ଜେନା ଭୋଟରଙ୍କୁ ଟଙ୍କା ଅଫର କରିଥିଲେ ବୋଲି ରାଜ୍ୟ…

କନ୍ଧମାଳ : ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

କନ୍ଧମାଳ (କେନ୍ୟୁଜ୍) : ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ପ୍ରଥମେ କ.ନୂଆଗାଁରେ ପହଞ୍ଚିବା ପରେ ଦଳୀୟକର୍ମୀ ସମ୍ବର୍ଦ୍ଧିତ କରିଥିଲେ । ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥଇଥାନ କେନ୍ଦ୍ର, ମାଆ ଗୃହ, ଅଟୋ ଆମ୍ବୁଲାନ୍ସ, ଚିଲଡ୍ରେନ ପାର୍କର ଶୁଭ…

ଆଇନଜୀବୀଙ୍କ ଆନ୍ଦୋଳନରେ ପଶିଲା ରାଜନୈତିକ ପେଞ୍ଚ

କଟକ(କେନ୍ଯୁଜ୍) : କଟକରେ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି । ଏ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଆନ୍ଦୋଳନ ନିଆଁରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘିଅ ଢ଼ାଳୁଛନ୍ତି। ବିଜେପି ଆନ୍ଦୋଳନକୁ ଉସକାଉଛି। ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ୪ ଜଣ ପୋଲିସ…

ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

କଟକ : ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ । କଟକ ଏସ୍‌ସିବିରେ ଅସୁସ୍ଥ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପ୍ରତାପ ଜେନା । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ତାଙ୍କ ଆରୋଗ୍ୟ କାମନା…