Browsing Tag

Pratap Keshari Dev

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ: ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ଯବେକ୍ଷକ‌ ଦାୟିତ୍ୱ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ଯବେକ୍ଷକ‌ ଦାୟିତ୍ୱ ଦେଇଛି ଦଳ । ପ୍ରତାପ ଦେବଙ୍କ ନେତୃତ୍ୱରେ ବିଜେଡି ଉପନିର୍ବାଚନ ଲଢିବ । ଖୁବ୍‌ଶୀଘ୍ର ଘୋଷଣା ହେବ ପିପିଲି ଉପନିର୍ବାଚନ ତାରିଖ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି…