Below header
Browsing Tag

pratyusha rajeswari singh

ବିଜେଡି ଦେଲାନି ଟିକେଟ୍, କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

କନ୍ଧମାଳ : ନିର୍ବାଚନ ପାଖେଇ ଆସିବା ସହ ଜୋର ଧରିଛି ଦଳ ଡିଆଁ ରାଜନୀତି। ଆସନ୍ତା ୨୩ ତାରିଖରେ କଂଗ୍ରେସରେ ଯୋଗଦେବେ ବିଜେଡି ଛାଡ଼ିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି…

ଇସ୍ତଫା ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ, ଟିକେଟ ନମିଳିବାରୁ ଛାଡ଼ିଲେ ବିଜେଡି

କନ୍ଧମାଳ : ବିଜେଡି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ବିଜେଡିରୁ ଟିକେଟ କଟିବା ପରେ ସେ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ଦୁଃଖ ପ୍ରକାଶ କରିଥିଲେ। ସେ ଆଶା ରଖିଥିଲେ ନୟାଗଡ଼ରୁ ବିଧାୟକ ପ୍ରାର୍ଥୀ ହେବେ। କିନ୍ତୁ ତାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ଦଶପଲ୍ଲା…