Browsing Tag

pray for bachchan family

ଶେହେନସାହଙ୍କ ପାଇଁ ଠିଆ ହେଲା ସାରା ଦେଶ କେଉଁଠି ହୋମଯଜ୍ଞ ତ ଆଉ କେଉଁଠି ଚାଲିଛି ରୁଦ୍ରାଭିଷେକ

ଦୀର୍ଘ ଦଶନ୍ଧି ଧରି ଅନେକଙ୍କ ହୃଦୟରେ ଘର କରିଥିବା ଶତାବ୍ଦୀର ମହାନାୟକଙ୍କୁ କରୋନା ଗ୍ରାସିବା ପରେ ବିଚଳିତ ସିନେ ଜଗତ ଏବଂ ଅଗଣିତ ଫ୍ୟାନ୍‌ । ସମସ୍ତଙ୍କ ମୁହଁରେ ଆରୋଗ୍ୟ କାମନା । ବଚ୍ଚନ ପରିବାରର ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା, ଯଜ୍ଞ ଏବଂ…