Browsing Tag

pregnant woman gang raped

ପ୍ରେମିକଠୁ ଛଡ଼ାଇ ନେଇ ପ୍ରେମିକାକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା କଲା ପ୍ରେମିକ

ହଜି ଯାଉଛି ମାନବିକତା । ମଣିଷ ପାଲଟି ଯାଉଛି ପଶୁ । ରାକ୍ଷସ ଠାରୁ ବି ହୀନ କାମ କରି ଚାଲିଛି । ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ରାଜସ୍ଥାନ ଉଦୟପୁରରେ । ଦୁର୍ବୃତ୍ତମାନେ ଜଣେ ଯୁବକକୁ ଦରମରା କରି ତାଙ୍କ ଗର୍ଭବତୀ ପ୍ରେମିକାଙ୍କୁ ତାଙ୍କ ଠାରୁ ଛଡ଼ାଇ ନେଲେ । ଆଉ ଲଗାତର ଅନେକ ଦିନ ଧରି…