ପୂର୍ବ ଶତ୍ରୁତା, ଘରେ ଶୋଇଥିବା ବେଳେ ଦାଦାକୁ ହତ୍ୟା କଲା ପୁତୁରା
ଆନନ୍ଦପୁର : ଘରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁତୁରା ହତ୍ୟା କରିଥିବା ନେଇ ପରିବାରର ଅଭିଯୋଗ । ଆନନ୍ଦପୁର ଥାନା ସୁନ୍ଦୁରିଆ ଗାଁରେ ଘଟିଛି ହତ୍ୟାକାଣ୍ଡ ।
ଗାଁର ଜଗବନ୍ଧୁ ଦେଓଗାମ ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଟାଙ୍ଗିଆରେ ହାଣି…